ଆମ ଅନୁଷ୍ଠାନ ଦ୍ୱାରା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର 22 ଓ 23 ତାରିଖ ଅନୁଷ୍ଠିତ ହୋଇଯାଇଛି। ଉଭୟ ଦୁଇ ବର୍ଷର ଗୁରୁଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ ଯେଉଁଥିରେ 30 ପ୍ରକାର ଖେଳ ହୋଇଥିଲା।