ଜାତୀୟ ଏକତା ଦିବସ ହେଉଛି ଆମ ଦେଶର ଅନ୍ତର୍ନିହିତ ଶକ୍ତିକୁ ସ୍ଥିରତା ସହିତ ପୁନଃ ସଂଯୋଗ କରିବାର ଏକ ସୁଯୋଗ ।

ଆମ ଅନୁଷ୍ଠାନରେ ଏକତା ଦିବସ ଅବସରରେ  ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଗୁରୁ ଛାତ୍ର ଛାତ୍ରୀ ଙ୍କ  ଦ୍ୱାରା ଶପଥ ପାଠ ହୋଇଥିଲା।