ଆମ biet ପରିବାର ଆନୁକୁଲ୍ୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ (ରଙ୍ଗ ତରଙ୍ଗ) ଫେବୃଆରି ୧୩ ତାରିଖ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମାନ୍ୟବର ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।