ଆମ garumahisani ଅଞ୍ଚଳ ର ଜଣେ ମହିୟସୀ ମହିଳା ଯିଏ କି ଜିଲ୍ଲା ସ୍ତରରେ ସମ୍ମାନିତ ହୋଇଛନ୍ତି ନିଜର କର୍ମ ମୟ ଜୀବନୀ କୁ ନେଇ,ସେହି ମହିୟସୀ ଙ୍କୁ ଆମ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।